Download Now Banner

This browser does not support the video element.

କେନ୍ଦୁଝର ସହର: ଝାଡ଼ଗାଁ ହୁଡିସାହିରେ ଦନ୍ତାହାତୀ ଉପଦ୍ରବ, ୧୦ ବଖରା କ୍ଷତିଗ୍ରସ୍ତ

Kendujhar Town, Kendujhar | Sep 3, 2025
କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ବଡବିଲ ରେଞ୍ଜ ଝାଡ଼ଗାଁ ହୁଡିସାହିରେ ଗତ ରାତିରେ ଏକ ଦନ୍ତାହାତୀ ଆସି ଗ୍ରାମରେ ଥିବା ପ୍ରାୟ ୧୦ ବଖରା ଭାଙ୍ଗି ଦେବା ସହ ଆସବାବ ପତ୍ର ନଷ୍ଟ କରିଛି। ସୂଚନା ପାଇ ବଡବିଲ ରେଞ୍ଜର ସଞ୍ଜୀବ ରାଉତ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହ କ୍ଷତିଗ୍ରସ୍ତ ପରିବାରକୁ ପଲିଥିନ୍ ସହ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ।
Read More News
T & CPrivacy PolicyContact Us