Download Now Banner

This browser does not support the video element.

ପରଜଙ୍ଗ: ଅନଳ ଗାଁରେ ଗଣେଶ ପୂଜା ଭସାଣୀ ଗଣ୍ଡଗୋଳ ଘଟଣା/ ପୂଜା କମିଟି ପକ୍ଷରୁ ଥାନାରେ ଅଭିଯୋଗ

Parajang, Dhenkanal | Sep 2, 2025
ଅନଳ ଗାଁରେ ଗଣେଶ ପୂଜା ଭସାଣୀ ଗଣ୍ଡଗୋଳ ଘଟଣା/ ପୂଜା କମିଟି ପକ୍ଷରୁ ଥାନାରେ ଅଭିଯୋଗ ଭୁବନ ଥାନା ଅନ୍ତର୍ଗତ ଅନଳ ଗଣେଶ ପୂଜା ଭସାଣୀରେ ଘଟିଥିବା ଗଣ୍ଡଗୋଳ କୁ ନେଇ ଏକ ଦଳିତ ପରିବାରଙ୍କ ଘର ପୋଡି ଦିଆ ଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ କେନ୍ଦ୍ର କରି ମାମଲା ମଧ୍ୟ ରୁଜୁ ହୋଇଥିବା ବେଳେ ଏହି ଅଭିଯୋଗ ମିଥ୍ୟା ବୋଲି ପୂଜା କମିଟି ପକ୍ଷରୁ ଭୁବନ ଥାନାରେ ମଙ୍ଗଳବାର ଅପରାହ୍ନ ୩ଟାରେ ହୋଇଥିବା ଅଭିଯୋଗରୁ ପ୍ରକାଶ ପାଇଛି। ପୂଜା କମିଟି ପକ୍ଷରୁ ଗ୍ରାମରେ ସଭା କରି ନ୍ୟାୟ ପାଇଁ ପ୍ରଶାସନକୁ ନିବେଦନ କରାଯାଇଛି। ଭଷାଣୀ ବେଳେ ଡିଜେରେ ଲାଗିଥିବା ସିସିଟିଭି ଫୁଟେଜରୁ ପୋଲିସ ତଦନ୍ତ କରି
Read More News
T & CPrivacy PolicyContact Us