Install App
khabarbarbil
This browser does not support the video element.
କେନ୍ଦୁଝର ସହର: ଚମ୍ପୁଆ ନିକଟସ୍ଥ ବୈତରଣୀ ନଦୀର ଫଗୁ ପୋଲ ତଳୁ ଗୁରୁତର ଅବସ୍ଥାରେ ଯୁବତୀ ଉଦ୍ଧାର
Kendujhar Town, Kendujhar | Aug 25, 2025
କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟସ୍ଥ ବୈତରଣୀ ନଦୀର ଫଗୁ ପୋଲ ତଳୁ ଜଣେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ପହଞ୍ଚାଇଛନ୍ତି ସ୍ଥାନୀୟ ଲୋକେ। ଖବର ନେବା ପର୍ଯ୍ୟନ୍ତ ଯୁବତୀଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ଘଟଣା ସମ୍ବନ୍ଧରେ ସ୍ପଷ୍ଟ କାରଣ ଜଣା ପଡ଼ିନାହିଁ।
Share
Read More News
T & C
Privacy Policy
Contact Us
Your browser does not support JavaScript!