Install App
ma.......mjmc
This browser does not support the video element.
ଚାନ୍ଦବାଲି: ଦିଗଛିଆ ଇଟୁଆ ଗାଁରେ ପାରିବାରିକ କଳିରେ ବିଷ ପାନ କରି ଯୁବକ ଗୁରୁତର, ଚାନ୍ଦବାଲି ମେଡିକାଲରୁ ଭଦ୍ରକ ସ୍ଥାନାନ୍ତର
Chandabali, Bhadrak | Apr 12, 2024
ଚାନ୍ଦବାଲି ଏନଏସି ଶିଶୁ ମନ୍ଦିର ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଜଣେ ଯୁବକ ବିଷପାନ କରି ଗୁରୁତର ହେବାରୁ ତାଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ l ପରେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି l ଗୁରୁତର ଯୁବକଙ୍କ ଘର ହେଉଛି ଦିଗଛିଆ ଇଟୁଆ ଗାଁର ମୁରଲୀଧର ବାରିକଙ୍କ ପୁଅ ଯାଟାଳୀ ବାରିକ l ଯୁବକ ଜଣକ ପାରିବାରିକ କଳହରୁ ବିଷପାନ କରିଥିବା ନେଇ ସୂଚନା ମିଳିଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!