This browser does not support the video element.
ବଡସାହି: ବାଲେଶ୍ୱର-ମୟୁରଭଞ୍ଜ ସୀମାନ୍ତ ବାମଡା ଠାରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ଅବକାରୀ ବିଭାଗର ମିଳିତ ଚଢାଉ
Barsahi, Mayurbhanj | Sep 12, 2025
ବୈଶିଙ୍ଗା ଥାନା ଅଧୀନ ବାମଡ଼ା ଠାରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ମିଳିତ ଭାବରେ ଚଢାଉ କରାଯାଇ ବିପୁଳ ପରିମାଣର ମହୁଲପୋଚ, ରନ୍ଧାମଦ ସମେତ ମଦ ପ୍ରସ୍ତୁତିରେ ବ୍ୟବହୃତ ବ୍ୟାପକ ସରଞ୍ଜାମ ଗୁଡିକୁ ଜବତ ପୂର୍ବକ ନଷ୍ଟ କରିଦିଆଯାଇଥିବା ବେଳେ ଶୁକ୍ରବାର ଅପରାହ୍ନ ଚାରିଟାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭକଲା ଅବକାରୀ ବିଭାଗ l ମୟୁରଭଞ୍ଜ- ବାଲେଶ୍ୱର ସୀମାନ୍ତ ବାମଡାରେ ଚୋରା ଦେଶିମଦ କାରଖାନାରେ ଚଢାଉ କରିଥିଲେ l