Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଗୁଆଝର ଠାରେ ନିଜ ପ୍ରତିକ୍ରିୟାରେ ନାଁ ନନେ ଶ୍ରୀମୟୀ ମିଶ୍ରଙ୍କୁ ଅସୁର କହି ଟାର୍ଗେଟ କଲେ ବିଜେଡି ନେତା ମନ୍ମଥ ରାଉତରାୟ
Bhubaneswar M Corp, Khordha | Sep 29, 2025
ତୁଟୁନି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏବଂ ବିଜେଡି ନେତା ମନ୍ମଥ ରାଉତରାୟ ଙ୍କ ବିବାଦ | ଦୁର୍ଗା ପୂଜା ରେ ଶ୍ରୀମୟୀ ଙ୍କ ନାଁ ନନେ ଅସୁର କହି ଟାର୍ଗେଟ କଲେ ମନ୍ମଥ | କହିଲେ ମା ପାପି ମାନଙ୍କୁ ଦମନ କରିବାକୁ ଆସନ୍ତି ଧରାପୃଷ୍ଠ କୁ ତେଣୁ ଯଉ ମାନେ ବଡ଼ ମାନଙ୍କୁ ନିଜ ସ୍ୱାର୍ଥ ପାଇଁ ଅପମାନ ଦେଇଛନ୍ତି ସେମାନେ ବି ଅସୁର |
Share
Read More News
T & C
Privacy Policy
Contact Us
Your browser does not support JavaScript!