This browser does not support the video element.
ଧରାକୋଟ: ମୁଣ୍ଡମରାଇ ଗ୍ରାମ ର ରାଜମିସ୍ତ୍ରୀ ଙ୍କ ପୁଅ ପାଇଲେ ଓ ପି ଏସ ସି ରେଙ୍କ, ବିଭିନ୍ନ ଆଡୁ ଶୁଭେଚ୍ଛା ର ସୁଅ
Dharakote, Ganjam | Sep 27, 2025
ବାପା ପେଶାରେ ରାଜମିସ୍ତ୍ରୀ, ମା ଗୃହିଣୀ,ହେଲେ ଦୃଢ଼ ଇଚ୍ଛା ଶକ୍ତି ଆଣିଦେଇଛି ସଫଳତା l ରାଜା ମିସ୍ତ୍ରୀ ଙ୍କ ପୁଅ ହେଲେ ଓଏଏସ l ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ମୁଣ୍ଡମରାଇ ଗାଁର କୈଳାସ ଚନ୍ଦ୍ର ସାହୁ ଓ ସୁଷମା ସାହୁ ଙ୍କର ପୁଅ ରୂପକ କୁମାର ସାହୁ ଚଳିତ ବର୍ଷର ଓ ପି ଏସ ସି ପରୀକ୍ଷାରେ ସଫଳତାର ସହ 233 ନମ୍ବର ରେଙ୍କ ପାଇଁ କୃତକାର୍ଯ୍ୟ ହୋଇଛନ୍ତି । ବାପା କୈଳାସ ଚନ୍ଦ୍ର ସାହୁ ବୃତ୍ତିରେ ଜଣେ ରାଜମିସ୍ତ୍ରୀ । ରୂପକ ହେଉଛନ୍ତି ବାପା ମା ଙ୍କର ଚତୁର୍ଥ ସନ୍ତାନ ।