Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଖଣ୍ଡଗିରି ଅଞ୍ଚଳରେ ଘରୁ ଲୁଟ ଘଟଣାରେ ଅଭିଯୁକ୍ତ ଗିରଫ, ପୋଲିସ କମିସନର ଙ୍କ ଅଫିସରେ ସୁରେଶ ଦେବଦତ୍ତ ସିଂ ଙ୍କ ସାମ୍ବାଦିକ ସମ୍ମିଳନୀ

Bhubaneswar M Corp, Khordha | Aug 28, 2025
ପ୍ରବଚନ, ପୋଲିସ ଓ ପେସାଦାର ଚୋର | ୟୁଟୁବ ରେ ଦେଉଥିଲା ଅପରାଧ ରୁ ଦୁରେଇ ରହିବାର ମନ୍ତ୍ର | ପରଧନ ନଲୁଟିବା ପାଇଁ ଦେଉଥିଲା ପ୍ରବଚନ | ଝିଅ ଧରୁଥିଲା ମୋବାଇଲ | ବାପ ଦେଉଥିଲା ବାଣୀ | ଆଜି ଏଭଳି କୁଖ୍ୟାତ ଲୁଟେରା କୁ ଗିରଫ କରିଛି ପୋଲିସ | ପେସାରେ ୟୁଟୁବର | ନିଶା ଥିଲା ଲୁଟ ପାଟ | ଗତ 14ତାରିଖ ଦିନ ଖଣ୍ଡଗିରି ବାରି ଅଞ୍ଚଳରୁ ବ୍ୟବସାୟୀଙ୍କ ଘରୁ ଲୁଟ ଘଟଣାରେ କମିସନରେଟ ପୋଲିସ କୁ ମିଳିଛି ବଡ଼ ସଫଳତା | ମୁହଁ ତଳକୁ କରି ଛିଡା ହୋଇଥିବା ଲୁଟେରା ହେଉଛି ମନୋଜ କୁମାର ସିଂ | ତା ନିକଟରୁ ପୋଲିସ 200ଗ୍ରାମ ସୁନା ଅଳଙ୍କାର, 1ଲକ୍ଷ ନଗଦ ଟଙ୍କା, ଗୋଟିଏ ମୋଟର ସାଇକେଲ ଏବଂ ଆଇରନ ରଡ଼
Read More News
T & CPrivacy PolicyContact Us