Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଚରକ ବନ ରୁ ଗଡ଼ିଲା ଏକ ପେଡ ମା କେ ନାମ କୁ ନେଇ ସଚେତନତା ରଥ

Nabarangapur PS, Nabarangpur | Sep 8, 2025
ଚରକ ବନ ରୁ ଗଡ଼ିଲା ଏକ ପେଡ ମା କେ ନାମ କୁ ନେଇ ସଚେତନତା ରଥ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ତମ ଜନ୍ମ ଦିନ ଉପଲକ୍ଷେ ଏକ ପେଡ଼ ମାଁ କେ ନାମ" ଏକ ସଚେତନତା ରଥ ଚରକ ବନ ରୁ ଶୁଭାରମ୍ଭ ହେଇଛି, ଏହି କାର୍ଯ୍ୟକ୍ରମ ରେ ଅତିଥି ରୂପେ ଯୋଗଦେଈ ପତାକା ଦେଖାଇ ରଥ ର ଶୁଭାରମ୍ଭ କରିଥିଲେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ପ୍ରତ୍ୟେକ ପଞ୍ଚାୟତ ରେ ପାଞ୍ଚଶହ ଗଛ ଲଗାଇବାର ଲକ୍ଷ ନେଇ ଏଇ ରଥ ର ଶୁଭରାମ୍ଭ ହେଇଥିବା ନେଇ ସେ ମତ ରଖିଥିଲେ, ଏହି କାର୍ଯ୍ୟକ୍ରମ ରେ ବନ ଵିଭାଗ r ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us