Install App
subhrakantar
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ବିଶ୍ୱହିନ୍ଦୁ ପରିଷଦ ବାର୍ଷିକତ୍ସବ ପାଇଁ ହୋଟେଲ ଯଶୋଦା ରେ ମତ ରଖିଲେ ଦୁର୍ଗାବାହିନୀ ପ୍ରମୁଖ ମଧୁସ୍ମିତା ମହାପାତ୍ର
Bhadrak Rural, Bhadrak | Aug 21, 2025
ଆସନ୍ତା 16 ରୁ ଜିଲ୍ଲା ର 10 ଟି ପ୍ରାନ୍ତ ରେ ପାଳିତ ହେବାକୁ ଥିବା ବିଶ୍ୱହିନ୍ଦୁ ପରିଷଦ ର ବାର୍ଷିକୋତ୍ସବ ପାଇଁ ବହୁତ ସଂଖ୍ୟାରେ ହିନ୍ଦୁ ଯୁବକ ଯୁବତୀ ମାନଙ୍କୁ ଯୋଗଦେବାକୁ ଅନୁରୋଧ କରିଛନ୍ତି ଦୁର୍ଗାବାହିନୀ ପ୍ରମୁଖ ମଧୁସ୍ମିତା ମହାପାତ୍ର,ହୋଟେଲ ଯଶୋଦା ରେ ସଂଧ୍ୟା 6 ଘଟିକା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମତ ରଖିଥିବା ସୂଚନା ମିଳିଛି
Share
Read More News
T & C
Privacy Policy
Contact Us
Your browser does not support JavaScript!