Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ ପାଇଁ ଜିଲ୍ଲାପାଳ ଭଦ୍ରକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Bhadrak Rural, Bhadrak | Sep 11, 2025
ଭଦ୍ରକରେ ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ ପାଇଁ ଜିଲ୍ଲାପାଳ,ଭଦ୍ରକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଆରକ୍ଷୀ ଅଧ୍ୟୀକ୍ଷକ,ଭଦ୍ରକ,ଉପ ଜିଲ୍ଲାପାଳ,ଡେପୁଟି କଲେକ୍ଟର,ଉପ ଆରକ୍ଷୀ ଅଧ୍ୟୀକ୍ଷକଙ୍କ ସମେତ ପୂଜାମଣ୍ଡପର କାର୍ଯ୍ୟକର୍ତ୍ତା ଓ ସହରର ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us