This browser does not support the video element.
ଯାଜପୁର: ବରୀ ବ୍ଲକ ମହକାଳପଡା ଗାଁର ଜନୈକ ଯୁବକଙ୍କର ଅକାଳେ ବିୟୋଗ,ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ
Jajapur, Jajpur | Sep 7, 2025
ବରୀ ବ୍ଲକ ମହକାଳପଡା ଗାଁର ଜନୈକ ଯୁବକଙ୍କର ଅକାଳେ ବିୟୋଗ,ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ l କୌଣସି ଏକ ରୋଗରେ ପୀଡ଼ିତ ଅବସ୍ଥାରେ ମହକାଳପଡା ଗାଁର ଶୁଭ ଜେନାଙ୍କର ଅକାଳେ ବିୟୋଗ ହେଇଛି l ଏହି ଖବର ପାଇ ଆଜି ବିଧାୟକ ବିଶ୍ୱରଂଜନ ମଲ୍ଲିକ ମୃତ ଶୁଭଙ୍କ ପରିବାର ନିକଟରେ ପହଂଚି ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ l ବିଧାୟକଙ୍କ ଏହି ଗସ୍ତ ସମୟରେ ସ୍ଥାନୀୟ ବିଜେଡି ନେତା ଓ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ l