Install App
ganesh35991
This browser does not support the video element.
ସୋରଡା: ସୋରଡ଼ା ନିର୍ବାଚନ ବେଲଗୁଣ୍ଠା ଥାନା ନିକଟରେ ଥିବା ବାଙ୍କା ବଜାର କାହ୍ନ ବୁକ ଷ୍ଟୋର ପରିସରରେ ବେଈମାନ ବାଣ ସିଜ କରିଛି ପୋଲିସ
Surada, Ganjam | Sep 27, 2025
ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ଥାନା ଅଧିକାରୀ ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଚଡାଉ କରାଯାଇଛି. ସୂଚନା ମୁତାବକ ଆଘକୁ ଆସୁଛି ଦୀପାବଳି ଏହାରି ପୂର୍ବରୀ ଆକ୍ସନ ମୋଡ ରେ ବେଲଗୁଣ୍ଠା ପୋଲିସ. ବାଙ୍କା ବଜାର ନିକଟରେ ଥିବା ଏକ ବୁକ ଷ୍ଟ୍ରୋର ପରିସରରେ ଲକ୍ଷ ଲକ୍ଷ ଟଙ୍କା ର ବେଆଇନ ବାଣ ଜବତ କରିଥିବା ସୂଚାନା ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!