Download Now Banner

This browser does not support the video element.

କୋରାପୁଟ ସହର: ସେମିଳିଗୁଡା ସୁବାଇ ଜୈନ ମନ୍ଦିର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି କୋରାପୁଟ ଜିଲ୍ଲାପାଳ

Koraput Town, Koraput | Sep 2, 2025
କୋରାପୁଟ ଜିଲ୍ଲାର ସେମିଳିଗୁଡା ସ୍ଥିତ ସୁବାଇ ଜୈନ ମନ୍ଦିର ପରିଦର୍ଶନ କରିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ। ଗତ ଦିନରେ ଜୈନ ମନ୍ଦିରରୁ ଐତିହାସିକ ମୁର୍ତ୍ତି ଚୋରି ହୋଇଥିବା ଅଭିଯୋଗ ପରେ ଆଜି ଅପରାହ୍ନ ୪ଟା ୩୦ ମିନିଟ୍ ସମୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି କିଭଳି ଜୈନ ମନ୍ଦିରର ପ୍ରାଚିନ ମୁର୍ତ୍ତି ମାନଙ୍କ ସୁରକ୍ଷା ଦିଆଯାଇ ପାରିବ ସେନେଇ ପୋଲିସ ପ୍ରଶାସନ ସହ ଆଲୋଚନା କରିଛନ୍ତି।
Read More News
T & CPrivacy PolicyContact Us