Download Now Banner

This browser does not support the video element.

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା କୋକେଇଦା ଗ୍ରାମ ଠାରେ ଗୋଟିଏ ରାତିରେ ଗୋଟିଏ ଘରୁ ଚୋରି ଓ ଅନ୍ୟ ଘରୁ ଚୋରି ଉଦ୍ୟମ

Dhenkanal Sadar, Dhenkanal | Aug 23, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା କୋକେଇଦା ଗ୍ରାମ ଠାରେ ଗୋଟିଏ ରାତିରେ ଗୋଟିଏ ଘରୁ ଚୋରି ହୋଇଥିବା ବେଳେ ଅନ୍ୟ ଏକ ଘରୁ ଚୋରି ଉଦ୍ୟମ ହୋଇଥିବା ଜଣାଯାଇଛି। ସୂଚନା ଅନୁସାରେ ଗଁଦିଆ ଥାନା ଅନ୍ତର୍ଗତ କୋକେଇଦା ଗ୍ରାମର ଗୋବିନ୍ଦ ଚନ୍ଦ୍ର ମହାରଣା ଓ ପରିବାର ସଦସ୍ୟ ଘରେ ନଥିବା ସମୟରେ ଗତକାଲି ବିଳମ୍ବିତ ରାତିରେ ରାତିରେ ଘରର ତାଲା ଭାଙ୍ଗି ଲୁଟେରା ଘରେ ଥିବା ସୁନା କାନଫୁଲ, ରୂପା ପାଉଁଜି ଓ ନଗଦ 1500 ଟଙ୍କା ନେଇ ଯାଇଛି l ଆଜି ତା ୨୩।୮ ରିଖ ସକାଳ ୭ ଘଣ୍ଟା ସମୟରେ ଗୋବିନ୍ଦ ଘରକୁ ଆସି ଦେଖିଲେ ତାଙ୍କ ଘର ତାଲା ଭଙ୍ଗା ହୋଇଛି ଓ ଉପରୋକ୍ତ ଜିନିଷ ଚୋରି ହୋଇଛି ।
Read More News
T & CPrivacy PolicyContact Us