Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ;ଏନେଇ ବରମୁଣ୍ଡାରେ ପ୍ରତିକ୍ରିୟା ରଖିଲେ ଏବିଭିପି ଛାତ୍ର ନେତା ବିଶ୍ୱଜିତ ପାତ୍ର
Bhubaneswar M Corp, Khordha | Sep 8, 2025
ଏବେ ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ | ବର୍ଷ ବର୍ଷ ଧରି ହଷ୍ଟେଲରେ ରହୁଥିବା ଅଣଛାତ୍ରଙ୍କୁ ତଡ଼ିବା ପାଇଁ ପଦକ୍ଷେପ ନିଆଯାଇଛି । ଏନେଇ ABVP ଛାତ୍ର ନେତା କହିଛନ୍ତି ଉତ୍କଳବିଶ୍ଵବିଦ୍ୟାଳୟ ପ୍ରସଙ୍ଗ l ABVP ର ଦୀର୍ଘଦିନର ଆନ୍ଦୋଳନ ଏବଂ ରାତି ରାତି ମଶାରୀ ଟାଙ୍ଗୀ 4 ଦିନ Hungerstrike କରି ଅଣ ଛାତ୍ର ମୁକ୍ତ କ୍ୟାମ୍ପସ ଏବଂ ହଷ୍ଟେଲ ଜିହ୍ୱାଦରୁ ମୁକ୍ତ କରିବା ପାଇଁ ଆନ୍ଦୋଳନ କରିଥିଲୁ l ଆଜି ତାହା ପୂରଣ ହେବାକୁ ଯାଉଛି l ଜଣେ ଗଣତନ୍ତ୍ରର ଚତୁର୍ଥ ସମ୍ଭ ଭାବେ ଆପଣଙ୍କ ଦାୟିତ୍ୱ ଏବଂ ABVP କୁ କରିଥିବା ସାହାଯ୍ୟ ସବୁବେଳେ ମନେରହିବ |
Share
Read More News
T & C
Privacy Policy
Contact Us
Your browser does not support JavaScript!