Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ପୁରୀ ମିଶ୍ରସାହି ନିକଟରେ ଭେରାଇଟି ଷ୍ଟୋର ରୁ ଦାଦାବଟି ଆଦାୟ ଅଭିଯୋଗ ରେ ଜଣକୁ ଗିରଫ କରିଛି ବାସେଳୀ ଥାନା ପୋଲିସ

Puri M, Puri | Sep 5, 2025
ପୁରୀ ମିଶ୍ରସାହି ନିକଟରେ ଭେରାଇଟି ଷ୍ଟୋର ରୁ ଦାଦାବଟି ଆଦାୟ କରିବା ଅଭିଯୋଗ ରେ ଜଣକୁ ଗିରଫ କରିଛି ବାସେଳୀ ସାହି ଥାନା ପୋଲିସ l ଆଜି ରାତି 8 ସମୟରେ ବାସେଳୀ ସାହି ଥାନା ପକ୍ଷରୁ ସୂଚନା ଦିଆଯାଇଛି l
Read More News
T & CPrivacy PolicyContact Us