Download Now Banner

This browser does not support the video element.

ମୋହନା: ମୋହନା ବ୍ଳକ ପାତିପଙ୍କା ଗାଁ ରେ ପାନୀୟ ଜଳ ସଙ୍କଟ, ଗୋଳି ପାଣି ସାହା ଭରଷା।

Mohana, Gajapati | Sep 22, 2025
ଆଜି ଦିନ ଗୋଟାଏ ସମୟରେ ଦେଖିବାକୁ ମିଳିଥିଲା ଦୁର୍ଗମ ଅଞ୍ଚଳ ଡେଙ୍ଗେସଖାଲ ଗ୍ରାମ ପଞ୍ଚାୟତ ପାତିପଙ୍କା ଗ୍ରାମରେ ଲାଗି ରହିଛି ପାନୀୟ ଜଳ ସଙ୍କଟ। ଗ୍ରାମରେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ପାନୀୟ ଜଳ ପାଇଁ ଗାଁ ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ଏକ କୁଅଁ ଉପରେ ନିର୍ଭର କରି ଗୋଳି ପାଣି ପିଇବା ପିଇବା ପାଇଁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ।
Read More News
T & CPrivacy PolicyContact Us