Download Now Banner

This browser does not support the video element.

ଜଟଣୀ: ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ପ୍ରସବ କଲେ ମହିଳା, ଶିଶୁ କନ୍ୟା ଓ ମା କୁ ଉଦ୍ଧାର କଲା ରେଳବାଇ ପୋଲିସ

Jatani, Khordha | Sep 30, 2025
ଜଟଣୀ ସ୍ଥିତ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ପ୍ରସବ କଲେ ମହିଳା, ଶିଶୁ କନ୍ୟା ଓ ମା କୁ ଉଦ୍ଧାର କଲା ରେଳବାଇ ପୋଲିସ | ଏହି ଘଟଣା ଆଜି ଦିନ 2 ଘଣ୍ଟିକା ସମୟରେ ଘଟିଥିଲା |
Read More News
T & CPrivacy PolicyContact Us