This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଫାର୍ମରୋଡ଼ ଦୁର୍ଗା ପୂଜା କମିଟି ର ଚଳିତ ବର୍ଷର ପ୍ରଥମ ବୈଠକ ଅନୁଷ୍ଠିତ
Sambalpur M, Sambalpur | Aug 30, 2025
*ଫାର୍ମରଡ଼ ଦୁର୍ଗାପୂଜା କମିଟି ଚୟନ* ଆଜି ଫାର୍ମରୋଡ଼ ଦୁର୍ଗା ପୂଜା କମିଟି ର ଚଳିତ ବର୍ଷର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଦୁର୍ଗା ପୂଜା କର୍ମକର୍ତା ଚୟନ କରାଯାଇଥିଲା l ବୈଠକରେ ଚଳିତ ବର୍ଷ ଦୁର୍ଗାପୂଜା କୁ କିପରି ଆକର୍ଷଣୀୟ କରାଯିବ ସେନେଇ ଆଲୋଚନା କରାଯାଇଥିଲା l ଚଳିତ ବର୍ଷ ମାଙ୍କ ମୂର୍ତ୍ତି ତିଆରି ପାଈଁ ବରପାଲି ଅଞ୍ଚଳରୁ କାରିଗର ଆସିବେ, ସେହିପରି ଲାଇଟ ସାଜ ସଜ୍ଜା ପାଈଁ ତାଳଚେର ରୂ ଆସୁଥିବା ବେଳେ ପେଣ୍ଡାଲକୁ ଆକର୍ଷଣୀୟ କରିବା ପାଈଁ କଲିକତା ରୂ କାରିଗର ଆସିବେ l ସେହିପରି ଚଳିତ ବର୍ଷ ଫାର୍ମ ରୋଡ଼ ଦୁର୍ଗାପୂଜା କମିଟିର ସଭାପତି ଭାବେ ବିଦ୍ୟାଧର ବେହେର