Download Now Banner

This browser does not support the video element.

କାମାକ୍ଷାନଗର: କାମାକ୍ଷାନଗର ତହସିଲ ଅଫିସ ମିଟିଙ୍ଗ ହଲକୁ ସୋମବାର ୧୧ଟାରେ ଉଦଘାଟନ କଲେ ଉପଜିଲ୍ଲାପାଳ ଦିନମଣି ନାଏକ

Kamakshyanagar, Dhenkanal | Sep 8, 2025
କାମାକ୍ଷାନଗର ତହସିଲ ଅଫିସ ମିଟିଙ୍ଗ ହଲକୁ ସୋମବାର ୧୧ଟାରେ ଉଦଘାଟନ କଲେ ଉପଜିଲ୍ଲାପାଳ ଦିନମଣି ନାଏକ ।ଢେଙ୍କାନାଳ ଜିଲା କମାକ୍ଷାନଗର ତହସିଲ କାର୍ଯ୍ୟାଳୟର ମିଟିଙ୍ଗ ହଲ ଘରକୁ ସୋମବାର ଉଦଘାଟନ କଲେ ଉପଜିଲ୍ଲାପାଳ ଦିନମଣି ନାଏକ ।ଏଠାରେ ତହସିଲଦାର ଶୁଭଙ୍କର ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us