Download Now Banner

This browser does not support the video element.

ପରଜଙ୍ଗ: ଡିଲରଙ୍କ ମନମାନୀ ଯୋଗୁଁ ଦୁଇ ମାସ ହେବ ରାସନ ଚାଉଳରୁ ବଞ୍ଚିତ ବାହାଡାପାଳ ଗ୍ରାମବାସୀ। ବିଧାୟକଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଉଠିଲେ

Parajang, Dhenkanal | Sep 11, 2025
ଡିଲରଙ୍କ ମନମାନୀ ଯୋଗୁଁ ଦୁଇ ମାସ ହେବ ରାସନ ଚାଉଳରୁ ବଞ୍ଚିତ ବାହାଡାପାଳ ଗ୍ରାମବାସୀ। ବିଧାୟକଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଉଠିଲେ ଗ୍ରାମବାସୀ। କଙ୍କଡ଼ାହାଡ଼ ବ୍ଲକ କାନ୍ତୋଲ ପଞ୍ଚାୟତ ଅନ୍ତର୍ଗତ ବାହାଡାପାଳ ଗାଁରେ ରାସନ ଚାଉଳ ବଣ୍ଟନ ଅନିୟମିତତାକୁ ନେଇ ଆନ୍ଦୋଳନରେ ବସିଛନ୍ତି ଗ୍ରାମବାସୀ। ଗାଁରେ ରାସନ ଚାଉଳ ବଣ୍ଟନରେ ନିୟୋଜିତ ମା ମହାପାଟ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପ୍ରାୟ ୨ ମାସ ହେବ ଲୋକଙ୍କୁ ରାସନ ଚାଉଳ ବଣ୍ଟନ ବନ୍ଦ ରହିଛି। ବାରମ୍ବାର ଲୋକମାନେ ଡିଲରଙ୍କୁ ଜଣେଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରିନଥିଲା। ଗୁରୁବାର ଅପରାହ୍ନ ୧ଟାରେ ଘଟଣା ସ୍ଥଳରେ ପରଜଙ୍ଗ ବିଧ
Read More News
T & CPrivacy PolicyContact Us