Download Now Banner

This browser does not support the video element.

କେନ୍ଦୁଝର ସହର: ଗଛ ମାଫିଆ ମାନେ ମେସିନ ରେଖୁଣ୍ଟାପଡ଼ା ଓ ଖଜିରାପଶିରେକାଟୁଥିଲେ ଗଛ ମାଡ଼ି ବସିଲେ ଡିଏଫଓ ଏଚଡି ଧନରାଜ ଚଢ଼ାଉ କରି ଜବତ କଲେ କାଠ

Kendujhar Town, Kendujhar | Aug 22, 2025
ଗଛ ମାଫିଆ ମାନେ ମେସିନ ରେ କାଟୁଥିଲେ ଗଛ ମାଡ଼ି ବସିଲେ ଡିଏଫଓ ଏଚଡି ଧନରାଜ ଚଢ଼ାଉ କରି ଜବତ କଲେ କାଠ ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ପାଟଣା ସେକ୍ସନ ଅନ୍ତର୍ଗତ ଖୁଣ୍ଟାପଡା ଏବଂ ଖଜିରାପଶିରେ ବେଆଇନ ଭାବେ ୟୁକାଲିପଟାସ ଗଛ କଟା ଯାଉଥିବା ନେଇ ଅଭିଯୋଗ ପାଇବା ପରେ ବନପାଳ ନିରଞ୍ଜନ ସେଠୀ ଓ ପୋଇପାଣି ବନରକ୍ଷୀ ରାଜେଶ କୁମାର ଜେନା ଓ ଡିଏଫଓ ଏଚଡି ଧନରାଜ ପହଞ୍ଚି କାଠଗୁଡିକୁ ଜବତ କରି ଗୋଟିଏ ଟ୍ରାକ୍ଟର ବୋଝେଇ କାଠ ଗାଡ଼ି ଓ ଖଜିରାପଶି ରେ ଗୋଟିଏ ଟ୍ରକ ବୋଝେଇ ଗାଡ଼ି କୁ ଜବତ କରି ରେଞ୍ଜ କାର୍ଯ୍ୟାଳୟକୁ ନେଇ ଘଟଣାର ତଦନ୍ତ କରୁଛନ୍ତିI
Read More News
T & CPrivacy PolicyContact Us