Download Now Banner

This browser does not support the video element.

ବ୍ରହ୍ମଗିରି: ବିରିପଦର ମୈଜାରେ ବିଜେଡି ନେତାଙ୍କ ଘର ଉପରେ ଜବର ଦଖଲ ଊଛେଦ, ପ୍ରତିକ୍ରିୟା ଦେଲେ ଅତିରିକ୍ତ ତହସିଲିଦାର ସରତ କୁମାର ଦେହୁରୀ

Brahmagiri, Puri | Sep 11, 2025
ଗୁରିବାର ୪ ଘଟିକା ସମୟରେ କୃଷ୍ଣପ୍ରସାଦ ବ୍ଲକ ବିରିପଦର ମୈାଜାର ଜାଆଁଣ ପଡିଆ କିଶମ ୩୦ଡିସିମିଲି ଜମି ଉପରେ ବଡଝାଡ ଗ୍ରାମର ଅକ୍ଷୟ ତରେଇ କରିଥିଲେ ଫାର୍ମ ହାଉସ୍,ଅକ୍ଷୟ ହେଉଛନ୍ତି ବର୍ତମାନ କୃଷ୍ଣପ୍ରସାଦ ବ୍ଲକ ଅଧକ୍ଷା ଙ୍କ ଦିଅର। ଫାର୍ମ ହାଉସ ରେ ବିଜେଡି ନେତା ଙ୍କ ନିର୍ବାଚନ ବୈଠକ ସହ ଆଡାସ୍ଥଳୀ ପାଲଟିଥିଲା।
Read More News
T & CPrivacy PolicyContact Us