Install App
harishbhoi
This browser does not support the video element.
ସୋହେଲା: ଖପାନପାଲୀ ଗ୍ରାମରେ 3 ଦିନଧରି ଚାଲିଥିବା ବିଶ୍ବକର୍ମା ପୁଜା ଆଜି ଉଦଯାପିତ ଏବଂ ବହୁ ଆଡମ୍ବରରେ ଭଷାଣି ଯାତ୍ରା ଅନୁଷ୍ଠିତ ହେଲା
Sohela, Bargarh (Baragarh) | Sep 19, 2025
ସୋହେଲା ବ୍ଲକ ଅନ୍ତର୍ଗତ ଖପାନପାଲି ଗ୍ରାମରେ ତିନିଦିନ ଧରି ଚାଳିଥିବା ଦେବଶିଳ୍ପୀ ବିଶ୍ବକର୍ମା ପୂଜା ଆଜି ସମାପନ ହୋଇଛି ଏବଂ ଆଜି ସନ୍ଧ୍ଯା ୭ ଟାରୁ ଭଷାଣୀ ବିସର୍ଜନ ଶୋଭା ଯାତ୍ରା ଆରମ୍ଭ ହୋଇଥିଲା ଓ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଏହି ଭଷାଣି ଯାତ୍ରାରେ ସାମିଲ ହୋଇଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!