This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ପିସି ବ୍ରିଜ ରୁ ପଡି, ଭିସୁଟ ଛାତ୍ର ଙ୍କ ମୃତ୍ୟୁ
Sambalpur M, Sambalpur | Sep 2, 2025
ପି ସି ବ୍ରିଜ ରୁ ପଡି, ଭିସୁଟ ଛାତ୍ରଙ୍କ ମୃତ୍ୟୁ ଭିସୁଟ ମେକାନିକାଲ ବିଭାଗର ଶେଷ ବର୍ଷ ର ଜଣେ ଛାତ୍ର ପିସି ବ୍ରିଜ ରୁ ପଡି ମୃତ l ଘଟଣା ଘଟିଛି ଗତକାଲି ରାତି ପ୍ରାୟ 12 ଟା ସମୟରେ l ପିସି ବ୍ରିଜ ତଳୁ ମୃତଦେହକୁ ଉଦ୍ଧାର କରିଛି ବୁର୍ଲା ପୋଲିସ | ମୃତ ଛାତ୍ର ଜଣକ ହେଲେ ଯାଜପୁର ର ଅଂଜନେୟ ଦାସ l ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି | ସେପଟେ ଅଞ୍ଜନେୟ ଏକା ଥିଲେ ନା ତାଙ୍କ ସହ ଆଉ କିଏ ଥିଲେ ତାହା ଜଣାପଡ଼ିନାହିଁ l