Download Now Banner

This browser does not support the video element.

ଝାରସୁଗୁଡା: ବଞ୍ଜାରୀ ପାଞ୍ଚାୟତ ଗ୍ରୀଣ୍ଡୋଲା ଗାଁର ପୋଖରୀ ଭିତରକୁ ପଶିଲା କାର

Jharsuguda, Jharsuguda | Aug 23, 2025
ଝାରସୁଗୁଡା ଜିଲ୍ଲା ବଞ୍ଜାରୀ ପାଞ୍ଚାୟତ ଗ୍ରୀଣ୍ଡୋଲା ଗାଁର ପୋଖରୀ ଭିତର କୁ ପଶିଲା କାର l ଭରସାମ୍ୟ ହରାଇ କାର ଟି ପୋଖରୀ ଭିତରକୁ ପଶିଥିବାବେଳେ କାର ଭିତରେ ଥିବା ଦୁଇ ଜଣ ଗ୍ଲାସ ଖୋଲି ପୋଖରୀ ଭିତରୁ ପହଁରି ନିଜ ଜୀବନ ରକ୍ଷା କରିଛନ୍ତି l ଜୟବୁଡିଆରୁ ଗ୍ରୀନଡୋଳା ଦେଇ ତୁମଲିଆ ପଟକୁ ଗତ କାଲି ଦୁଇ ଜଣ ଏହି କାର ଯୋଗେ ଯାଉଥିବାବେଳେ ବାଟବଣା ହୋଇ ଗ୍ରୀଣ୍ଡୋଲା ପୋଖରୀ ହିଡ଼ରେ ଯୁବକ ଦ୍ବୟ କାର କୁ ନେଇଥିଲେ l ତେବେ ପୋଖରୀ ହିଡ଼ରେ ଭାରସାମ୍ୟ ହରାଇ କାର ଟି ପୋଖରୀ ଭିତର କୁ ପଶିବା ବୁଡିଯାଇଥିଲେ l
Read More News
T & CPrivacy PolicyContact Us