Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ପୁରୀ ହୋଟେଲ ସମୁଦ୍ର କୂଳ ସେକ୍ଟର 4ରେ ଓଡ଼ିଆ ପଯ୍ୟଟକ ସମୁଦ୍ରରେ ବୁଡିଯିବା ବେଳେ ଉଦ୍ଧାର କଲେ ଲାଇଫ ଗାର୍ଡ l
Puri M, Puri | Sep 10, 2025
ସମୁଦ୍ର ଲହଡି ମାଡ଼ରେ ଭାସିଗଲେ ପଯ୍ୟଟକ ଉଦ୍ଧାର କଲେ ଲାଇଫ ଗାର୍ଡ l ଆଜି ପୁରୀ ହୋଟେଲ ସମୁଦ୍ର କୂଳ ସେକ୍ଟର 4 ଚାରି ରେ ଜଣେ ପଯ୍ୟଟକ ସମୁଦ୍ର ଭିତରକୁ ଭାସି ଗଲେ l ଏହା ଦେଖିଲାଇଫ ଗାର୍ଡ 660 ନେତ ପାପାୟ ସ୍ଥାନୀୟ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରିଥିଲେ l ଉଦ୍ଧାର ପଯ୍ୟଟକ ହେଉଛନ୍ତି କେନ୍ଦୁଝର ଆନନ୍ଦପୁରର ରଜତ ଚାନ୍ଦ l
Share
Read More News
T & C
Privacy Policy
Contact Us
Your browser does not support JavaScript!