Download Now Banner

This browser does not support the video element.

ଆସିକା: ସାପୁଆପଲ୍ଲୀ ନିକଟରୁ 5 କେଜି 5 ସହ ଗ୍ରାମ ଗଞ୍ଜେଇ ସହ ଜଣେ ବ୍ୟକ୍ତି କୁ ଗିରଫ କଲା ଆସିକା ଅବକାରୀ ଥାନା

Asika, Ganjam | Sep 11, 2025
ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ଗଞ୍ଜାମ ଜିଲ୍ଲା ଆସିକା ଅବକାରୀ ବିଭାଗ l ସାପୁଆପଲ୍ଲୀ ଗ୍ରାମ ନିକଟରୁ 5 କେଜି 5 ସହ ଗ୍ରାମ ଗଞ୍ଜେଇ ସହ ଜଣେ ବ୍ୟକ୍ତି ଗିରଫ କରାଯାଇଛି l ଗିରଫ ବ୍ୟକ୍ତି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଡାଙ୍ଗିମେଣ୍ଡି ଗ୍ରାମର ଶ୍ରମିକ କହଁର ହୋଇଥିବା ଜଣାପଡିଛି l ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଜିଲ୍ଲା ସୁପରିଟେଣ୍ଡେଣ୍ଟ ଙ୍କ ନିର୍ଦେଶ କ୍ରମେ ଆସିକା ରେଞ୍ଜ ଅଧିକାରୀ ଙ୍କ ନେତୃତ୍ୱରେ ଏକ ଟିମ ସାପୁଆପଲି ଗ୍ରାମ ନିକଟରେ ଯାଞ୍ଚ ବେଳେ ଶ୍ରମିକ ଙ୍କ ନିକଟ ରୁ ଗଞ୍ଜେଇ ଉଦ୍ଧାର ହୋଇଥିଲା l
Read More News
T & CPrivacy PolicyContact Us