This browser does not support the video element.
ମୋହନା: ଅଡବା ମେଡିକାଲ ରରେ ଥିବା ଡାକ୍ତର ଦୁର୍ବ୍ୟବହାର କରୁଥିବା ନେଇ ଜିଲ୍ଲାପାଳଙ୍କ ଠରେ ଅଭିଯୋଗ କଲେ ପଞ୍ଚାୟତ ପ୍ରତିନିଧି।
Mohana, Gajapati | Aug 27, 2025
ଡାକ୍ତର ଦୁର୍ବ୍ୟବହାର କରୁଥିବା ନେଇ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ଆଣିଲେ ପଞ୍ଚାୟତ ପ୍ରତିନିଧି। କିନ୍ତୁ ଅଡବା ରେ ଥିବା କାର୍ଯ୍ୟରତ ଡାକ୍ତର ଆଜି ଅପରାହ୍ନ ଚାରିଟା ସମୟରେ ମିଥ୍ୟା ବୋଲି କହିଛନ୍ତି।ଗଜପତି ଜିଲ୍ଲା ଅଡବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମରେଶ କୁମାର୍ ପାତ୍ର ବିଭିନ୍ନ ସମୟରେ ଚିକିତ୍ସା ପାଇଁ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଏବଂ ଜନସାଧାରଣଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଦୁର୍ବ୍ୟବହାର କରୁଥିବା ଅଭିଯୋଗ