Install App
ganesh35991
This browser does not support the video element.
ହିଞ୍ଜିଳି: ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀର ସମସ୍ତ ଦେବୀ ପୀଠରେ ଏବେ ଚାଲିଛି ନବରାତ୍ରି ପୂଜା,ଦଶହରା ପୂଜା କୁ ନେଇ ଉତ୍ସବ ମୁଖର ହିଞ୍ଜିଳି ସହର
Hinjili, Ganjam | Sep 28, 2025
ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ପୌର ପରିଷଦ ସମସ୍ତ ଦେବୀ ପୀଠ ଏବେ ଚଳଚଞ୍ଚଳ,ମା ଦଶଭୁଜା ଙ୍କ ନବରାତ୍ରି ପୂଜା କୁ ନେଇ ସବୁଠି ଆଲୋକ ସୁ ସଜ୍ଜା ରେ ସଜ୍ଜିତ ଶକ୍ତି ପୀଠ, ହିଞ୍ଜିଳି ଅଞ୍ଚଳ ରେ ହଜାର ହଜାର ଭକ୍ତ ଙ୍କ ସମାଗମ ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରଯାଇଥିବା ସୂଚନା ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!