Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଆସନ୍ତା କାଲିଠାରୁ ଦୁଇ ଦିନ ବର୍ଷା ପବନ ନେଇ ପୁରୀ କୁ ୟେଲୋ ୱାର୍ଣ୍ଣି ଜାରିକରିଛି ପାଣିପାଗ ବିଭାଗ l

Puri M, Puri | Aug 7, 2025
ଆସନ୍ତା କାଲି ଠରୁ ଦୁଇ ଦିନ ବର୍ଷା ପବନ ନେଇ ପୁରୀ କୁ ୟେଲୋ ୱାର୍ଣ୍ଣି ଜାରିକରିଛି ପାଣିପାଗ ବିଭାଗ l ଆଜି ଅପରାହ୍ନ 5 ସମୟରେ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l
Read More News
T & CPrivacy PolicyContact Us