Install App
subhrakantar
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ପୌରପାଳିକା ଅନ୍ତର୍ଗତ ଅସ୍ଥଳ ଠାରେ ଅନନ୍ତବ୍ରତ ଉପଲକ୍ଷେ ଅନନ୍ତନାରାୟଣ ପୂଜା ମଣ୍ଡପ ରେ ପହଁଚିଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ
Bhadrak Rural, Bhadrak | Sep 6, 2025
ଭଦ୍ରକ ସହରାଞ୍ଚଳର ପୈରପାଳିକା ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ଅସ୍ତଳ ଠାରେ ଆଜି ପବିତ୍ର ଅନନ୍ତନାରାୟଣ ପୂଜା ଅବସରରେ ଭଣ୍ଡାରିପୋଖରୀ ବିଧାୟକ:-ସଂଜୀବ୍ କୁମାର ମଲ୍ଲିକ ଅନନ୍ତନାରାୟଣ ପୂଜା ମଣ୍ଡପରେ ପହଁଞ୍ଚି ଦର୍ଶନ କରିବା ସହ ଜନସାଧାରଣ ମଙ୍ଗଳ କାମନା କରି ପ୍ରାର୍ଥନା କରିଛନ୍ତି ସାଥିରେ ସ୍ଥାନୀୟ ଅଞ୍ଚଳର ନେତୃମଣ୍ଡଳୀ ଓ ଯୁବ ସଙ୍ଗଠକ ଉପସ୍ଥିତ ଥିଲେ, ଏହି ଖବର ଆଜି ସଂଧ୍ୟା 7 ଘଟିକା ରେ ହସ୍ତଗତ ହୋଇଛି
Share
Read More News
T & C
Privacy Policy
Contact Us
Your browser does not support JavaScript!