Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଜିଲ୍ଲା ଝାରମୁଣ୍ଡା ଅଂଚଳ ର ଜଣେ ବ୍ୟକ୍ତି ଘରୋଇ କଳହ ପାଈଁ ପି ଦେଲେ ବିଷ

Sambalpur M, Sambalpur | Aug 25, 2025
ଘରୋଇ କଳହ ପାଈଁ ବିଷ ପିଇଦେଲେ ଜଣେ ବ୍ୟକ୍ତି l ମିଳିଥିବା ସୂଚନା ଅନୁସାରେ ଝାରମୁଣ୍ଡା ଅଞ୍ଚଳର ସନ୍ତୋଷ ମିର୍ଦ୍ଧା ନାମକ ଜଣେ ବ୍ୟକ୍ତି ଆଜି ଅପରାହ୍ନ 4 ଟା ସମୟରେ କୌଣସି ଏକ କାରଣକୁ ନେଇ ଘରେ ତାଙ୍କ ପୁଅ ମାନଙ୍କ ସହ ଝଗଡା ହୋଇଥିଲା l ଯାହାଫଳରେ ସନ୍ତୋଷ ରାଗିଯାଇ ଘରେ ଥିବା କୀଟନାଶକ ପିଇଦେଇଥିଲେ l କିଛି ସମୟ ପରେ ସନ୍ତୋଷ ଗୁରୁତର ହେଇଜିବା କଥା ପରିବାର ଲୋକେ ଏହି ଘଟଣା ଜାଣିବା ପରେ ତାଙ୍କୁ ତୁରନ୍ତ ମେଡିକାଲ ଆଣି ଚିକିତ୍ସା କରାଇଥିଲେ l
Read More News
T & CPrivacy PolicyContact Us