Download Now Banner

This browser does not support the video element.

ଧରାକୋଟ: ମୌଳାଭଞ୍ଜl ମଦନ ମୋହନ ଗୋଶାଳା ପରିଦର୍ଶନ କଲେ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ

Dharakote, Ganjam | Sep 4, 2025
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜl ସ୍ଥିତ ମଦନ ମୋହନ ଗୋଶାଳା ଅଚାନକ ଗ୍ରସ୍ତ କରିଛନ୍ତି ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ l ସେ ଗୋଶାଳା ରେ ପହଞ୍ଚି ସମସ୍ତ କାର୍ଯ୍ୟ ର ତଦାରଖ କରିବା ସହ ଦାୟିତ୍ୱ ରେ ଥିବା ବ୍ୟକ୍ତି ବିଶେଷ ଙ୍କ ସହିତ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି l ଏହା ସହ ଏଠାରେ ରହିଥିବା ଗାଈ ଗୋରୁ ମାନଙ୍କ ଲାଗି ଆଉ କଣ ବ୍ୟବସ୍ଥା ହୋଇପାରିବ ଏବଂ କଣ ସମସ୍ୟା ରହିଛି ତାହା ବୁଲି ଦେଖିଛନ୍ତି l
Read More News
T & CPrivacy PolicyContact Us