This browser does not support the video element.
ତଲସରା: କଟଙ୍ଗଝରିଆ ଗ୍ରାମ ରେ ଘର ଭାଙ୍ଗିଲା ବଣୁଆ ଦନ୍ତାହାତୀ
Talasara, Sundargarh | Sep 2, 2025
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକ ଅନ୍ତର୍ଗତ କଟଙ୍ଗଝରିଆ ଗ୍ରାମ ରେ ଏକ ବଣୁଆ ଦନ୍ତାହାତୀ ଉପଦ୍ରବ କରିଛି। ଏହି ଦନ୍ତାହାତୀ ଗତକାଲି ବିଳମ୍ବିତ ରାତିରେ ଗ୍ରାମ ରେ ପଶି ଗ୍ରାମର ରୋଵଟ ତୀର୍କୀ ଙ୍କର ଘର ଭାଙ୍ଗିବା ସହ ଖାଦ୍ୟ ଶସ୍ୟ ଖାଇ ମାଡିଦଳି ନଷ୍ଟ କରିଛି।