Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱରର ବଡ଼ଗଡ଼ ବ୍ରିଟ୍‌ କଲୋନୀରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ମୃତଦେହ ନିକଟରୁ ମୋବାଇଲ୍‌ ନେଇ ଛୁ ମାରିଲେ ୨ ଯୁବତୀ

Bhubaneswar M Corp, Khordha | Aug 28, 2025
ରାଜଧାନୀ ଭୁବନେଶ୍ୱରର ବଡ଼ଗଡ଼ ବ୍ରିଟ୍‌ କଲୋନୀ ଅଞ୍ଚଳରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଚର୍ଚ୍ଚାରେ ରହିଛି। ଝୁଲନ୍ତା ଅବସ୍ଥାରେ ମିଳିଥିବା ଏହି ଯୁବକଙ୍କ ମୃତଦେହ ନିକଟରୁ ଦୁଇ ଯୁବତୀ ମୋବାଇଲ୍‌ ଫୋନ୍‌ ନେଇ ଏକ ସ୍କୁଟିରେ ପଳାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସିସିଟିଭି ଫୁଟେଜ୍‌ ଆଧାରରେ ବଡ଼ଗଡ଼ ଥାନା ପୋଲିସ ଏହି ଦୁଇ ଯୁବତୀଙ୍କୁ ଖୋଜୁଛି। ସୂଚନା ଅନୁସାରେ, ବଡ଼ଗଡ଼ ବ୍ରିଟ୍‌ କଲୋନୀ ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା।
Read More News
T & CPrivacy PolicyContact Us