Download Now Banner

This browser does not support the video element.

ପାରଳାଖେମୁଣ୍ଡି: ମହିଳା ସ୍ନାତକ ମହା ବିଦ୍ୟାଳୟରେ ନାରୀ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

Paralakhemundi, Gajapati | Sep 28, 2025
ମହିଳା ସ୍ନାତକ ମହା ବିଦ୍ୟାଳୟରେ ନାରୀ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟରେ ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କର ନିର୍ଦ୍ଦେଶ କ୍ରମେ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ନାରୀ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷା ଡ଼ ଭାରତୀ ପାଣିଗ୍ରାହୀ ''ସୁସ୍ଥ ନାରୀ ସଶସ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦଘାଟନ କଲେ ଏବଂ ସୁସ୍ଥ ନାରୀ ଜୀବନ ଓ ରକ୍ତ ହୀନତାର ନିରାକରଣ ବିଷୟରେ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ସେହିପରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କର୍ମୀ ବି.
Read More News
T & CPrivacy PolicyContact Us