This browser does not support the video element.
ନୟାଗଡ: ଜିଲ୍ଲାପରିଷଦ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ମହିଳା
Nayagarh, Nayagarh | Sep 9, 2025
ଜିଲ୍ଲାପରିଷଦ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ମହିଳା। ସୂଚନା ମୁତାବକ ଆଜି ମଧ୍ୟାହ୍ନ ସମୟରେ ନୟାଗଡ ଜିଲ୍ଲାପରିଷ କାର୍ଯ୍ୟାଳୟ ରିଷ୍ଟଚରିଁ ସମସ୍ୟା ନେଇ ଘେରାଉ କରିଛନ୍ତି ଶତାଧିକ ମହିଳା। ତେବେ ଏ ନେଇ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ପ୍ରତିକ୍ରିୟା ରଖିଛନ୍ତି ଆନ୍ଦୋଳନ କାରି ମହିଳା।