This browser does not support the video element.
ଟିଟିଲାଗଡ: ସଇଁତଳା ବ୍ଲକ ବୁଢ଼ାବାହାଲ ଗ୍ରାମରେ ୟୁରିଆ ବଣ୍ଟନକୁ ନେଇ ଚାଷୀ ଅସନ୍ତୋଷ
Titlagarh, Balangir | Sep 4, 2025
ବୁଢ଼ାବାହାଲରେ ୟୁରିଆ ସାର ବଣ୍ଟନକୁ ନେଇ ଚାଷୀମାନେ ଅସନ୍ତୋଷ ଚାଷୀମାନଙ୍କ ସୁବିଧାକୁ ଦୃଷ୍ଟିଦେଇ ସରକାର ବିଭିନ୍ନ ଯୋଜନା କରିଛନ୍ତି ଓ କିପରି ଚାଷୀକୁ ବିହନ, ସାର୍ ଓ ବିଭିନ୍ନ ପ୍ରକାର ଚାଷ ସାମଗ୍ରିକ ଯୋଗାଇ ଦେବ ସେଥିପ୍ରତି ଦୃଷ୍ଟିଦେଇ ଥିବା ବେଲେ ୟୁରିଆ ସାର ଯୋଗାଇ ଦେବାରେ ବିଫଳ ହୋଇଛି ତାର ପ୍ରଭାବ ଦେଖାଦେଇଛି ସଇଁନ୍ତଳା ବ୍ଳକ ଅନ୍ତର୍ଗତ ବୁଢାବାହାଲ କୃଷି ସମବାୟ ସମିତି ଠାରେ , ମାତ୍ର ୩୦୦ ବସ୍ତା ସାର ଗୋଦାମକୁ ଆସି ଥିବା ବେଲେ ଶହ ଶହ ଚାଷୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଫଳରେ ହୋ ହାଲା ହେବା ସହ ଅଶାନ୍ତ ପରିବେଶ ସୃଷ୍ଟି ଯୋଗୁଁ ସଇନ୍ତଳା ପୋଲିସ ପ୍ରଶାସନ