This browser does not support the video element.
କାମାକ୍ଷାନଗର: ଢେଙ୍କାନାଳ ବିଜେପି କାର୍ଯ୍ୟାଳୟରେ ସେବା ପକ୍ଷ ଉପରେ କର୍ମଶାଳା ଅନୁଷ୍ଠିତ, ଉପସ୍ଥିତ ରହିଲେ ବିଧାୟକ ଶତ୍ରୁଘ୍ନ ଜେନା
Kamakshyanagar, Dhenkanal | Sep 5, 2025
ଢେଙ୍କାନାଳ ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ୧୨ଟାରେ ସେବା ପକ୍ଷ ଉପରେ କର୍ମଶାଳା ଅନୁଷ୍ଠିତ ଉପସ୍ଥିତ ରହିଲେ ବିଧାୟକ ଶତ୍ରୁଘନ ଜେନା ।ଢେଙ୍କାନାଳ ଜିଲା କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା ଢେଙ୍କାନାଳ ଜିଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସେବାପକ୍ଷ ପାଇଁ କର୍ମଶାଳାରେ ଉପସ୍ଥିତ ରହିଲେ ।ଏଠାରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଧାୟକ ବିଭୁତି ପ୍ରଧାନ, ଜିଲା ସଭାପତି ରାସବିହାରୀ ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।