This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ସହର ଚାରିଘରିଆ ଠାରୁ ଧରା ପଡ଼ିଲା ବ୍ରାଉନସୁଗର 2 ଅଭିଯୁକ୍ତ ଗିରଫ
Bhadrak Rural, Bhadrak | Sep 7, 2025
ପୁଣି ପୋଲିସ ହାତରେ ଧଳା ଜହର ବେପାରୀ,ଭଦ୍ରକ ଟାଉନ ପୋଲିସ ପକ୍ଷରୁ ଅପରେସନ ପ୍ରହାର ରେ ପୁଣି ଦୁଇ ବ୍ରାଉନ ସୁଗାର ବେପାରୀ ଗିରଫ ହୋଇଛନ୍ତି, ଭଦ୍ରକ ଟାଉନ ଥାନାଧିକାରୀ ଙ୍କ ତତ୍ୱାବଧାନ ରେ ପୋଲିସ ର ସ୍ୱତନ୍ତ୍ର ଟିମ ପେଟ୍ରୋଲିଙ୍ଗ ବେଳେ ଭଦ୍ରକ ଚାରିଘରିଆ ଛକ ନିକଟରେ ସନ୍ଦେହ ଜନକ ଭାବେ ଦୁଇ ଜଣଙ୍କୁ ଅଟକାଇବାରୁ ସେମାନଙ୍କ ପାଖରୁ 10,400 ଟଙ୍କା ସହ 16.5 ଗ୍ରାମର ବ୍ରାଉନ ସୁଗାର ଜବତ କରିଥିଲା ପୋଲିସ ତାହା ସହ ଏକ ମୋବାଇଲ ମଧ୍ୟ ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ଜବତ କରିଛି ପୋଲିସ,ଏହି ଖବର ଆଜି ଦିନ 1 ଟାରେ ହସ୍ତଗତ ହୋଇଛି