This browser does not support the video element.
ପାଟଣା: ପାଟଣା ରେଞ୍ଜ ଅନ୍ତର୍ଗତ କପୁଣ୍ଡି ପଞ୍ଚାୟତରେ ହାତୀ ଘାଙ୍ଗିଲେ ଘର
Patana, Kendujhar | Aug 9, 2025
ପାଟଣା ରେଞ୍ଜ ସାହାରପଡା ସେକ୍ସନ ଅନ୍ତର୍ଗତ କପୁଣ୍ଡି ପଞ୍ଚାୟତ କପୁଣ୍ଡି ଗ୍ରାମର ଅଯୋଧ୍ୟା ଦାସ୍ ଘର କାନ୍ଥ ଭାଙ୍ଗିବା ସହିତ ୧୦ ବୁରା ଧାନ ଖାଇ ଦେଇଛନ୍ତି। ସେହି ପରି ରବିନ୍ଦ୍ର ଦଣ୍ଡପାଟ୍ ଙ୍କ ଘରର କାନ୍ଥ ଭାଙ୍ଗି ୫ ବସ୍ତା ଧାନ ଟେକି ନେଇ ଖାଇ ଦେଇଦେଇଥିବା ବେଳେ ବଣ ସାହିର ଜୋଶବନ୍ତ ବଡାମ୍ ଙ୍କ ଘର ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ କରି ଧାନ ଚାଉଳ ଖାଇ ଦେଇଛନ୍ତି ।କ୍ଷତିଗ୍ରସ୍ତ ଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତିି।