Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ସ୍ୱଚ୍ଛ ସର୍ଭେକ୍ଷଣ ଉପଲକ୍ଷେ ପୌରପାଳିକା ରୁ ବାହାରିଲା ସଚେତନତା ଶୋଭାଯାତ୍ରା

Nabarangapur PS, Nabarangpur | Sep 6, 2025
ସ୍ୱଚ୍ଛ ସର୍ଭେକ୍ଷଣ ଉପଲକ୍ଷେ ପୌରପାଳିକା ରୁ ବାହାରିଲା ସଚେତନତା ଶୋଭାଯାତ୍ରା ନବରଙ୍ଗପୁର ପୌର ପାଳିକା ପକ୍ଷରୁ କେନ୍ଦ୍ର ସରକାର ଙ୍କ ସ୍ଵଚ୍ଚ ଭାରତ ଅଭିଯାନ ରେ ସ୍ଵଛ ସର୍ବେକ୍ଷଣ ଚାଲିଥିବା ବେଳେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହି କ୍ରମ ରେ ସ୍ୱଚ୍ଛ ସର୍ଭେକ୍ଷଣ 2025 ଉପଲକ୍ଷେ ନବରଙ୍ଗପୁର ପୌରପାଳିକା ପକ୍ଷରୁ ଏକ ଗଣ ସଚେତନତା ରାଲି ଅନୁଷ୍ଠିତ ହୋଇଛି। ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ରୂପେ ଯୋଉ ଦେଇ ସବୁଜ ପତାକା ଦେଖାଇ ରାଲି ର ଶୁଭାରମ୍ଭ କରିଥିଲେ।
Read More News
T & CPrivacy PolicyContact Us