Download Now Banner

This browser does not support the video element.

ଧର୍ମଗଡ: କାଉଡଲା ନିକଟରେ ସରକାରୀ ବସ ଇଞ୍ଜିନରୁ ବାହାରିଲା ନିଆଁ ଓ ଧୁଆଁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Dharamgarh, Kalahandi | Sep 4, 2025
ବସ ଇଞ୍ଜିନ ରୁ ବାହାରିଲା ନିଆଁ ଧୁଆଁ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଗୁରୁବାର ଅପରାହ୍ନରେ OSRCT ବସ ଜୟପୁର ରୁ ଅନୁଗୁଲ ଯାଉଥିବା ସମୟରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ବସଷ୍ଟପ ନିକଟରେ ବସର ବାମ ପଟ ଇଞ୍ଜିନ ରୁ ନିଆଁ ବାହାରୁଥିବା ଦେଖି, ସମସ୍ତ ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ତ୍ରିଲୋକ୍ୟ ବେଶ୍ରା ପହଞ୍ଚି ଦମକଳ ବାହିନୀ କୁ ଫୋନ୍ କରିବାରୁ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଓହ୍ଲାଇ ଥିଲେ । ବର୍ତମାନ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
Read More News
T & CPrivacy PolicyContact Us