This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସିଟି ଷ୍ଟେସନ ନିକଟରେ ସମ୍ବଲପୁରରେ ନକଲି ବିଡି କାରବାର ଉପରେ ସିଟି ଜିଏସଟି ବିଭାଗର ଚଢ଼ାଉ
Sambalpur M, Sambalpur | Aug 21, 2025
ସମ୍ବଲପୁର ରେ ନକଲି ବିଡି କାରବାର ଉପରେ ସିଟି ଜିଏସଟି ବିଭାଗର ଚଢ଼ାଉ l ଚଢ଼ାଉ ସମୟରେ 12 ବସ୍ତା ନକଲି ଶିବା ବିଡି ଜବତ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 11 ଟା ସମୟରେ ସିଟି ଷ୍ଟେସନ ନିକଟରେ ନକଲି ଶିବା ବିଡି ନେଇ ଏକ ମାଳବାହି ଗାଡି ଯାଉଥିବା ବେଳେ ସମ୍ବଲପୁର ସିଟି ଜିଏସଟି ବିଭାଗର ଏକ ଟିମ ଗାଡି କୁ ଅଟକାଇ ବିଡିର ଉପଯୁକ୍ତ କାଗଜପତ୍ର ବା ବିଲ ଡ୍ରାଇଭର ଙ୍କୁ ଦେଖାଇବା ପାଇଁ କହିଥିଲେ l ତେବେ ଗାଡିରେ ଥିବା 12 ବସ୍ତା ନକଲି ଶିବା ବିଡିର କୌଣସି କାଗଜପତ୍ର ବା ବିଲ ନଥିବାରୁ ସେହି ଗାଡି ଏବଂ ଗାଡ଼ିରେ ଥିବା 12 ବସ୍ତା ନକଲି ବିଡି କୁ ସିଟି ଜିଏସଟି ବିଭାଗ ପକ୍ଷରୁ