Download Now Banner

This browser does not support the video element.

କାମାକ୍ଷାନଗର: ଯମୁନାକୋଟ ଛକ ନିକଟରେ ରାସ୍ତାରେ ପଡିଛି ବାଇକ ସହ ମୃତ ଦେହ ,ପ୍ରତିବାଦରେ ରାସ୍ତାରୋକ ଶନିବାର ୮ଟାରେ କାମାକ୍ଷାନଗର ଏସଡିପିଓକଲେ ତଦନ୍ତ

Kamakshyanagar, Dhenkanal | Sep 13, 2025
ଯମୁନାକୋଟ ଛକ ନିକଟରେ ରାସ୍ତାରେ ପଡିଛି ବାଇକ ସହ ମୃତ ଦେହ ,ପ୍ରତିବାଦରେ ରାସ୍ତାରୋକ ଶନିବାର ୮ଟାରେ କାମାକ୍ଷାନଗର ଏସଡିପିଓକଲେ ତଦନ୍ତ ।ଢେଙ୍କାନାଳ ଜିଲା ଯମୁନାକୋଟ ଛକ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡିଥିବା ବେଳେ ପାଖରେ ଏକ ଦୁର୍ଘଟଣା ଗ୍ରସ୍ତ ବାଇକ ମଧ୍ୟ ଅଛି ।ଏହା ହତ୍ୟା ନାଁ ଦୁର୍ଘଟଣା ଜଣା ପଡିନଥିବା ବେଳେ ହତ୍ୟା ଅଭିଯୋଗରେ ସେହିଠାରେ ଶନିବାର ରାସ୍ତାରୋକ କରିଛନ୍ତି ଲୋକମାନେ ।କାମାକ୍ଷାନଗର ଏସଡିପିଓ ରଜନୀକାନ୍ତ ସାମଲ ପହଂଚି କରୁଛନ୍ତି ତଦନ୍ତ ।
Read More News
T & CPrivacy PolicyContact Us