Install App
devine930
This browser does not support the video element.
ମୋହନା: ଗଞ୍ଜେଇ ଚୋରା ଚାଲାଣ ପାଇଁ କେରଳରୁ ଆସିଥିଲା ଯୁବକ, ଗୁଣ୍ଡିମା ଗାଁ ନିକଟ ରେ ମାଡ଼ି ବସିଲା ଅବକାରୀ ବିଭାଗ,୧୦ କିଲୋ ଗଞ୍ଜେଇ ଜବତ
Mohana, Gajapati | Sep 3, 2025
ଗଞେଇ ଚୋରାଚାଲାଣ ପୂର୍ବରୁ ଯୁବକକୁ ମାଡ଼ି ବସିଲା ଅବକାରୀ ବିଭାଗ l ଗିରଫ ଯୁବକ ଜଣଙ୍କ ହେଲେ କେରଳ କାଲିକୋଟ୍ ଅଂଚଳର ମିହାର୍ଷା ପି.ପି ବୋଲି ଜଣା ପଡିଛି l ଗଜପତି ଜିଲ୍ଲା ଅଡବା ଥାନା ଗୁଣ୍ଡିମା ନିକଟରେ ଆଜି ସକାଳ ୭ ଘଣ୍ଟ ସମୟରେ ଯୁବକ ଜଣଙ୍କ ଗଞ୍ଜେଇ ଚୋରାଚାଲାଣ ପାଇଁ ଏକ ବସକୁ ଅପେକ୍ଷା କରିଥିବା ବେଳେ ଅବକାରୀ ବିଭାଗ ଚଢାଉ କରି ଏକ ବ୍ୟାଗ୍ ରୁ ୧୦ କିଲୋ ଗଞ୍ଜେଇ ମିଳିଥିଲା। ଆଜି ଦିନ ଗୋଟାଏ ସମୟରେ କୋର୍ଟ ଚାଲାଣ ଯୁବକକୁ
Share
Read More News
T & C
Privacy Policy
Contact Us
Your browser does not support JavaScript!