This browser does not support the video element.
ଅନୁଗୋଳ: ଝାରବନ୍ଧ ଛକ ନିକଟରେ ଟ୍ରକ ଧକ୍କାରେ ଜଣେ ଗୁରୁତର
Anugul, Angul | Aug 23, 2025
ଟ୍ରକ ଧକ୍କାରେ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ଢ଼େଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ରଞ୍ଜାସିହା ଗ୍ରାମର ଉଛବ ସାହୁ ଙ୍କ ପୁଅ ପୁରୁଷୋତ୍ତମ ସାହୁ (୩୮) ମୋଟଙ୍ଗା ସ୍ଥିତ ରୁଙ୍ଗଟା ମାଇନ୍ସ ସମ୍ମୁଖ ଝାରବନ୍ଧ ଛକ ନିକଟରେ ଏକ ଟ୍ରକ କଟକ ରୁ ଅନୁଗୋଳ ଆଡ଼କୁ ଆସୁଥିବା ବେଳେ ପୁରୁଷୋତ୍ତମ ରାସ୍ତା ପାର ହେଉଥିବା ବେଳେ। ଟ୍ରକ ଟି ଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିଲେ । ସେଠାରୁ ପୁରୁଷୋତ୍ତମ କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟ