Install App
belpahar_update
This browser does not support the video element.
ଝାରସୁଗୁଡା: ଗୋଚାଲାଣ କରୁଥିବାବେଳେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଗୋବିନ୍ଦପୁର ନିକଟରୁ ୨ ଜଣ ଅଭିଯୁକ୍ତ କୁ ଗିରଫ କରିଛି ରେଙ୍ଗାଲି ପୋଲିସ
Jharsuguda, Jharsuguda | Sep 2, 2025
ଗୋଚାଲାଣ କରୁଥିବାବେଳେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଗୋବିନ୍ଦପୁର ନିକଟରୁ ୨ ଜଣ ଅଭିଯୁକ୍ତ କୁ ଗିରଫ କରିଛି ରେଙ୍ଗାଲି ପୋଲିସ l ଗିରଫ ଅଭିଯୁକ୍ତମାନେ ସୁନ୍ଦରଗଡ଼ ଜିଲ୍ଲା ର ମହମ୍ମଦ ସେହେବାଜ ଏବଂ ସାହିଲ ରାଜା l ଉଭୟ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବାସହ ସେମନଙ୍କ ନିକଟରୁ ଏକ ବୋଲେରୋ ଗାଡି, ଏକ ସ୍କୋରପିଓ ଗାଡି, ଏକ ଓପ୍ପୋ ମୋବାଇଲ ଜବତ କରିବା ସହ ୬ ଟି ଗୋରୁ ଉଦ୍ଧାର କରିଥିବା ନେଇ ରେଙ୍ଗାଲି ପୋଲିସ ଆଜି ମଙ୍ଗଳବାର ସନ୍ଧ୍ୟା ୭ ଟା ରେ ସୂଚନା ଦେଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!